Reply to private school Odisha 10th result 2021// matric result Govt school student gadha nuhnanti .

1 Просмотры
Издатель
Reply to private school Odisha 10th result 2021 matric result Govt school student gadha nuhnanti
ତମର ମାର୍କ କମ ଆସିଛି ଯଦି ଲଢ, କିନ୍ତୁ Government School ରେ ପାଠ ପଢ଼ୁଥିବା ପିଲାଙ୍କୁ ଏମିତି କହିପାରିବ ନାହିଁ । ତମେ କେମିତି ଜାଣିଲ Government ଛୁଆ ମନେ ଗଧ , ସେମାନେ ପାଠ ପଢା ଜାଣି ନାହାନ୍ତି , ସେମାନେ ଯଦି ତମଠୁ ଅଧିକ ନମ୍ବର ରଖିଲେ ସେଟା କଣ ଭୁଲ ହୋଇଗଲା । ଯଦି କହୁଚ କି Government ଛୁଆ ମନେ ମାଗଣା ରେ ଅଣ୍ଡା ଛତୁ ଅ ଖାଇକି ଅଧିକ number ରଖିଦେଲେ ତାହେଲେ କଣ ସେଟା ତାଙ୍କର ଭୁଲ ହେଇଗଲା , ତମର ଯଦି ଏତେ Confidence ଅଛି ସରକାର ତା କହୁଛନ୍ତି Exam ଦିଅ ବୋଲି ତାହେଲେ Exam ଦିଅ।।।।।।।

of a psycho


Buxwaha Forest


3. Story Of A Middle Class Student


4. Full playlist

5. Subscribe to watch aur upcoming videos

My email I'd- debashismr013@

Facebook????????????????


Instagram???????????????? -


#HSC #school
#10th #Result
Категория
Интересные видео
Комментариев нет.